ଦିଆସିଲାଇ ମାରିବା Diāṡalāāi māribā

  • ଦେ. କ୍ରି — ଆଲୁଅ ଲଗାଇବା ପାଇଁ ଦିଆସିଲି କାଠିକୁ ଘଷିବା — To rub a match-stick for lighting
  • ଦେ. କ୍ରି — ଦିଆଶଲାଇ କାଠିକୁ ଦିଆଶଲାଇ ପେଡ଼ିର କାନ୍ଥିରେ ଘଷି ନିଆଁ ବା ଆଲୁଅ କରିବା — To make a light by striking a match