ଦି ଚାଳି Di chāḻi

  • ଦେ. ବି. — ଯେଉଁ ଚାଳର ମଥାନଠାରୁ ଚାଳ ଦୁଇଆଡ଼କୁ ଢାଲୁ ହୋଇଥାଏ — Two-sloped thatch
  • ଦେ. ବିଣ — ଯେଉଁ ଘରର ଚାଳ ଦୁଇ— ଆଡ଼କୁ ଢାଲୁ ହୋଇଥାଏ; ନାହାଚାଳିଆ — With the thatch sloping to both sides