ଦି Di
- ଦେ. ବିଣ. (ସଂ. ଦ୍ୱି) — ଦୁଇ ସଂଖ୍ୟକ — Numbering two
- ଦେ. ବିଣ. (ସଂ. ଦ୍ୱି) — (ଯଥା— ଦି ହଳ ବଳଦ, ଦି ନାବରେ ଗୋଡ଼ ଦେବା।)
- ଦେ. ବିଣ. (ସଂ. ଦ୍ୱି) — ଅଳ୍ପ ସଂଖ୍ୟକ — A few in number
- ଦେ. ବି. (ସଂ. ଦ୍ୱି) — ଦୁଇ ସଂଖ୍ୟା — Two
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — କୁ — To
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — ପାଖକୁ; ନିକଟକୁ — Near
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — (ଯଥା—ମୋର ଦି ଆ=ମୋ ପାଖକୁ ଆ।)
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — ଦିଗରେ — In the direction of
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — ଆଡ଼େ; ଆଡ଼କୁ — Towards
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — (ଯଥା—ମୋ ଦି ଏଁଟ୍ରାଇ କରି କାଏଁଯେ ଦେଖୁଛୁ ବେ= ମୋର ଆଡ଼କୁ ତରାଟି କରି କାହିଁକି ଚାହିଁଛୁ ରେ।)
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — ଅଞ୍ଚଳରେ — In a quarter of
- ପ୍ରାଦେ. (ସମ୍ବଲପୁର) ଅ. (ସଂ. ଦିକ୍) (ଦ୍ୱିତୀୟା ଓ ସପ୍ତମୀ ବିଭକ୍ତି— ସୂଚକ ଚିହ୍ନ; ଅନ୍ଯ ସମ୍ବନ୍ଧ ପଦ ସଙ୍ଗେ ଲାଗେ; ଯଥା—ମୋର ଦି; ଆମର ଦି) — (ଯଥା—ମୋର ଦି ଘୀ ନାଇ ମିଳେ=ଅଞ୍ଚଳରେ ଘିଅ ମିଳେ ନାହିଁ।)