ଦି ତରଫା Di taraphā

  • ଦେ. ବିଣ — ଦୁଇପକ୍ଷ ସମ୍ବନ୍ଧୀୟ — Relating to both sides
  • ଦେ. ବିଣ — (ଏକତରଫା—ବିପରୀତ)
  • ଦେ. ବିଣ — (କଚିରିଆ) ଦୁଇ ପକ୍ଷରୁ ପ୍ରମାଣ ନିଆ ଯାଇ ବିଚାର କରା ଯାଇଥିବା (ମକଦ୍ଦମା) — (case) Decided after contest
  • ଦେ. ବିଣ — (ଯଥା—ଦିତରଫା ଡିଗ୍ରୀ।)