ଦି ଚାରି Di chāri

  • ଦେ. ବି. ଓ ବିଣ. (ସଂ. ଦ୍ୱି; ଚତୁର୍) — ଅଳ୍ପସଂଖ୍ୟକ — A few
  • ଦେ. ବି. ଓ ବିଣ. (ସଂ. ଦ୍ୱି; ଚତୁର୍) — [ଦ୍ର—ଅଳ୍ପ ସଂଖ୍ୟକ ଅର୍ଥରେ ଦି ଏକ, ଦି ତିନି, ଦି ଚାରି, ଇତ୍ୟାଦି ବ୍ଯବହୃତ ହୁଏ। ଯଥା:—ମୁଁ ଦି ତିନି ଦିନେ ଆସିବି, ତାଙ୍କ ସଙ୍ଗେ ଦି ଚାରି ଜଣ ଲୋକ ଥିଲେ।]