ଦସ୍ତି Dasti
- ବୈଦେ. ବି. (ଫା. ଦସ୍ତ୍=ହାତ; ଦସ୍ତୀ=ହାତମୁଠା ପରିମାଣ) — ହାତମୁଠା ପରିମାଣ; ପ୍ରାୟ 5 ଇଞ୍ଜ ବା 6 ଆଙ୍ଗୁଳ ପରିମାଣ — ହାତମୁଠା ପରିମାଣ; ପ୍ରାୟ5ଇଞ୍ଜ ବା6ଆଙ୍ଗୁଳ ପରିମାଣ—. A measure of the clutched fist; (according to which land-measuring rods are cut.)
- ବୈଦେ. ବି. (ଫା. ଦସ୍ତ୍=ହାତ; ଦସ୍ତୀ=ହାତମୁଠା ପରିମାଣ) — [ଦ୍ର— ଭୂମି ମାପ କରିବା ନିମନ୍ତେ ନାନାବିଧ ପଦିକା ଚଳେ; ଯଥା— 12, 14, 18, 20, ଓ 24 ଦସ୍ତି ପଦିକା। 24 ଦସ୍ତି ପଦିକାର ପରିମାଣ= 10 ଫୁଟ 5 ଇଞ୍ଚ 1 ଯବ ବା ପ୍ରାୟ ଛଅ ହାତ।] — [ଦ୍ର— ଭୂମି ମାପ କରିବା ନିମନ୍ତେ ନାନାବିଧ ପଦିକା ଚଳେ; ଯଥା—12, 14, 18, 20, ଓ 24ଦସ୍ତି ପଦିକା24ଦସ୍ତି ପଦିକାର ପରିମାଣ=10ଫୁଟ5ଇଞ୍ଚ1ଯବ ବା ପ୍ରାୟ ଛଅ ହାତ]
- ବୈଦେ. ବି. (ଫା. ଦସ୍ତ୍=ହାତ; ଦସ୍ତୀ=ହାତମୁଠା ପରିମାଣ) — ମସାଲ ଧରିବାର ମୁଠା — The handle of a torch
- ବୈଦେ. ବି. (ଫା. ଦସ୍ତ୍=ହାତ; ଦସ୍ତୀ=ହାତମୁଠା ପରିମାଣ) — ମସାଲ — Torch
- ବୈଦେ. ବି. (ଫା. ଦସ୍ତ୍=ହାତ; ଦସ୍ତୀ=ହାତମୁଠା ପରିମାଣ) — ହତିଆର ଆଦିର ଛୋଟବେଣ୍ଟ — Small handle of an implement