ଦସ୍ତୁରି Dasturi
- ବୈଦେ. ବି. (କଚିରିଆ) (ଫା) — କ୍ରୟ ବିକ୍ରୟ କାଳରେ ମଧ୍ୟସ୍ଥ ବ୍ଯକ୍ତି କ୍ରେତା ଓ ବିକ୍ରେତା ଠାରୁ ଯେଉଁ ଅର୍ଥ ପାଏ; କମିସନ୍; ପାଉସେରୀ; ଦଲାଲୀ — Precentage or commission paid to a broker
- ବୈଦେ. ବି. (କଚିରିଆ) (ଫା) — ନିଜ ପ୍ରଭୁଙ୍କ ପାଇଁ ଦେକାନୀଠାରୁ ସଉଦା କିଣିବା ଭୃତ୍ୟ ଦେକାନୀଠାରୁ ଟଙ୍କାକେ ଯେଉଁ ନିର୍ଦ୍ଦିଷ୍ଟ ଧନ (ଯଥା—ପଇସାଏ ବା ଦୁଇ ପଇସା) ପାଏ — A commissioner at a fixed rate paid to a servant by a trader who sells commodities to the master through the servant
- ପ୍ରାଦେ. (ଗଞ୍ଜାମ) ବି — ସ୍ୱାକ୍ଷର (ନନ୍ଦେ) — Signature