ଦସ୍ତିଦାନି Dastidāni

  • ଦେ. ବି. (ସହଚର ଶବ୍ଦ) (ଫା. ଦସ୍ତୀ+ଫା ଦାନ୍; ସଂ ଆଧାନ) — ମସାଲର ବେଣ୍ଟ ବା ମୁଠା ଓ ମସାଲରେ ତେଲ ଢାଳିବା ପାଇଁ ବ୍ଯବହୃତ ତୈଳ କୁମ୍ପା — The handle of a torch and the oil- bottle for pouring oil on the burning torch