ଦସ୍ତାବେଜ୍ Dastābej

  • ବୈଦେ. ବି. (କଚିରିଆ) (ଫା. ଦସ୍ତ୍ଆବେଜ୍) — ଦଲିଲ; ଲିଖିତ ନିଦର୍ଶନ ପତ୍ର — Document; a deed in writing
  • ବୈଦେ. ବି. (କଚିରିଆ) (ଫା. ଦସ୍ତ୍ଆବେଜ୍) — ବ୍ଯବହାର ସମ୍ବନ୍ଧୀୟ ଲେଖ — A deed in which business transactions are entered