ଦଳ ସୂଚୀ Daḻa sūchī

  • ସଂ. ବି. (ଦଳ=ପତ୍ର+ସୂଚି=ଛୁଞ୍ଚି) — କଣ୍ଟକ; କଣ୍ଟା — Thorn
  • ସଂ. ବି. (ଦଳ=ପତ୍ର+ସୂଚି=ଛୁଞ୍ଚି) — ଯେଉଁ ଗଛର ପତ୍ରରେ କଣ୍ଟା ଥାଏ — A tree with thorny leaves