ଦଳନା Daḻanā

  • ଦେ. ବି. (ସଂ. ଦଳନ) — ଦଳିବା; ମର୍ଦ୍ଦିବା — Kneading
  • ଦେ. ବି. (ସଂ. ଦଳନ) — ଭରି ଲବଣୀ ସିନ୍ଦୁର ଦଳନା କରୁଅଛି ବସି କେଉଁ ଲଳନା। ଉପେନ୍ଦ୍ର ଭଞ୍ଜ. ଲାବଣ୍ୟବତୀ।