ଦଳକରଣ Daḻakaraṇa

  • ଦେ. ବି — ରାଜାଙ୍କ ଉଆସର ବା ଦେବାଳୟର କର୍ମଚାରୀବିଶେଷ — A class of accountants employed in the palace of a king or in the temple of a Deity
  • ଦେ. ବି — ପ୍ରାଚୀନ ଓଡ଼ିଶାରେ ରାଜାମାନଙ୍କ ଛାମୁକରଣ — An accountant in the office of a Rājā ancient Orissa