ଦଳ ବଳ Daḻa baḻa
- ସଂ. ବି. (ଏକାର୍ଥ ବୋଧକ ସହଚର ଶବ୍ଦ) — ଗୋଷ୍ଠୀର ସମସ୍ତ ବ୍ଯକ୍ତି — All persons of one's party; a body of followers and adherents
- ସଂ. ବି. (ଏକାର୍ଥ ବୋଧକ ସହଚର ଶବ୍ଦ) — ଏଥୁ ଅନ୍ତେ ଦଳବଳ ଘେନି ଆନନ୍ଦରେ, ପ୍ରବେଶିଲେ ମହାରାଜା ନିଜର ନଗରେ। ମଧୁସୂଧନ. ବାଳରାମାୟଣ।
- ସଂ. ବି. (ଏକାର୍ଥ ବୋଧକ ସହଚର ଶବ୍ଦ) — ସୈନ୍ୟଦଳ — Troops
- ସଂ. ବି. (ଏକାର୍ଥ ବୋଧକ ସହଚର ଶବ୍ଦ) — ଅନୁଚର ବର୍ଗ; ସ୍ୱପକ୍ଷୀୟ ବ୍ଯକ୍ତିଗଣ — 2. Retinue; attendants