ଦରୱାନ୍ Darawān

  • ବୈଦେ. ବି. (ଫା ଦର୍ୱାନ୍; ତୁଳ. ସଂ. ଦ୍ୱାରବାନ୍) — ଦ୍ୱାରରକ୍ଷକ; ଦୁଆରୀ; ଦ୍ୱାରପାଳ — Door-keeper; gate-keeper; a durwan; a porter
  • ବୈଦେ. ବି. (ଫା ଦର୍ୱାନ୍; ତୁଳ. ସଂ. ଦ୍ୱାରବାନ୍) — [ଦ୍ର—ଏହି ଫାର୍ସୀ ଶବ୍ଦ ଇଂରାଜି ଭାଷାରେ ବ୍ଯବହୃତ ହେଉଅଛି ।]