ଦରଶ Daraṡa

  • ଗ୍ରା. (ପଦ୍ଯ) ବି. — (ସଂ. ଦର୍ଶ) ଅମାବାସ୍ୟା — The new-moon day of a lunar month
  • ଗ୍ରା. (ପଦ୍ଯ) ବି. — ଅଷ୍ଟାବକ୍ର ବୋଇଲେ ଦରଶ ପୌର୍ଣ୍ଣମୀ, ପର୍ବ ବାରମାସ ଅଟଇ ଯାର ନେମୀ । କୃଷ୍ଣସିଂହ. ମହାଭାରତ. ବନ ।
  • ଗ୍ରା. (ପଦ୍ଯ) ବି. — (ସଂ. ଦର୍ଶନ)—ଦରଶନ — Seeing
  • ଗ୍ରା. (ପଦ୍ଯ) ବି. — ଦରଶ ପରଶ ନିରେଖା; ନ ଥିବ କିଛି ମନେ ବାଞ୍ଛା । ଭୂପତି—ପ୍ରେମପଞ୍ଚାମୃତ ।
  • ଗ୍ରା. (ପଦ୍ଯ) ବି. — [ଦ୍ର—ଦରଶ ପରଶର ସହଚର ଶବ୍ଦରୂପେ ବ୍ଯବହୃତ ।]