ଦରଳିବା Daraḻibā

  • ଦେ. କ୍ରି. ସଂ. (ଦଳ୍ ଧାତୁ) — ଚକଟିବା — To knead
  • ଦେ. କ୍ରି. ସଂ. (ଦଳ୍ ଧାତୁ) — ଦଳନ କରିବା; ଦଳିବା — To trample; to press together into a mass
  • ଦେ. କ୍ରି. ସଂ. (ଦଳ୍ ଧାତୁ) — ମର୍ଦ୍ଦନ କରିବା; ପେଷିବା — To crush; to bruise
  • ଦେ. କ୍ରି. ସଂ. (ଦଳ୍ ଧାତୁ) — ଧ୍ୱଂସ କରିବା — To ruin