ଦରଳି ହେବା Daraḻi hebā

  • ଦେ. କ୍ରି. (ଦରଳିବାର କର୍ମବାଚ୍ୟରୂପ) — ଘାଣ୍ଟି ଚକଟି ହେବା — To be trampled or pressed
  • ଦେ. କ୍ରି. (ଦରଳିବାର କର୍ମବାଚ୍ୟରୂପ) — ଅତ୍ୟନ୍ତ କ୍ଳିଷ୍ଟ ହେବା — To be afflicted or pestered
  • ଦେ. କ୍ରି. (ଦରଳିବାର କର୍ମବାଚ୍ୟରୂପ) — ଭୂମିରେ ଗଡ଼ାଗଡ଼ି ଦେବା ବା ଲୁଟିବା — To roll on the ground; to wallow