ଦର୍ପହା Darpahā

  • ସଂ. ବିଣ (ଦର୍ପ+ହନ୍ ଧାତୁ=ନାଶକରିବା+କର୍ତ୍ତୃ କ୍ୱିପ୍) — ଅନ୍ଯ ବ୍ଯକ୍ତିର ଗର୍ବନାଶକ — Crushing the pride of another
  • ବି — ବିଷ୍ଣୁଙ୍କର ଏକ ନାମ — A name of Bishṇu