ଦର୍ପୀ Darpī

  • ସଂ. ବିଣ. ପୁଂ. (ଦର୍ପ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — ଅହଙ୍କାରୀ; ଦାମ୍ଭିକ; ଗର୍ବିତ — Proud; arrogant; haughty
  • ସଂ. ବିଣ. ପୁଂ. (ଦର୍ପ+ଅଛି ଅର୍ଥରେ. ଇନ୍; 1 ମା. 1 ବ) — ପ୍ରତାପାନ୍ୱିତ; ପ୍ରତାପୀ — Mighty; glorious