ଦର୍ପ ଚୂର୍ଣ୍ଣ କରିବା Darpa chūrṇṇa karibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଗର୍ବକୁ ଅପମାନାଦି ଦ୍ୱାରା ଧ୍ୱଂସ କରିବା — To humiliate a person; to curb the arrogance of a person