ଦର୍ପକ Darpaka
- ସଂ. ବି (ଦୃପ୍ ଧାତୁ ଣିଚ ଦର୍ପି ଧାତୁ=ଦୀପ୍ତି କରାଇବା+କର୍ତ୍ତୃ. ଅକ) — ମଦନ; କାମଦେବ — Cupid; the God of love
- ବିଣ — ଉଦ୍ଦୀପକ — Inflammatory
- ବିଣ — ଉତ୍ତେଜକ — Exciting; tending to incite
- ବିଣ — ଯେ ମୁହଁବାଲିଙ୍ଗି କରେ — Boastful
- ବିଣ — ଗର୍ବିତ — Proud; arrogant