ଦରହାସ Darahāsa

  • ସଂ. ବି. (ଦର=ଈଷତ୍+ହାସ) — ଈଷଦ୍ଧାସ୍ୟ — Smile
  • ସଂ. ବି. (ଦର=ଈଷତ୍+ହାସ) — ଯେଉଁ ହସରେ ଦାନ୍ତ ଦେଖାଯାଏ — Laugh by showing the teeth
  • ସଂ. ବି. (ଦର=ଈଷତ୍+ହାସ) — ଏ ବାଣୀ ଶୁଣି ଶାରଙ୍ଗପାଣି ବୋଲନ୍ତି ଦରହାସେ । ଭକ୍ତଚରଣ. ମଥୁରାମଙ୍ଗଳ ।