ଦରାଞ୍ଚି Darān̄chi

  • ଦେ. ବି. (ସଂ. ଦାତ୍ର) — ଉଚ୍ଚସ୍ଥାନରୁ କଣ୍ଟା ବା ଡାଳ ପ୍ରଭୃତି କାଟିବା ପାଇଁ ଯେଉଁ ଲଗି ଅଗରେ ଖଣ୍ଡିଏ ଦାଆ ଦୃଢ଼ଭାବରେ ସଂଲଗ୍ନ ହୋଇଥାଏ (ବାଲେଶ୍ୱର ଅଞ୍ଚଳରେ ଏହାର ବହୁଳ ବ୍ଯବହାର ଦେଖାଯାଏ) — A long pole with a scythe firmly attached to the top to cut branches etc from high trees