ଦରାଣ୍ଡିବା Darāṇḍibā

  • ଦେ. କ୍ରି. (ସଂ. ଢୁଁଢନ=ଅନ୍ୱେଷଣ, ହି. ଶବ୍ଦସାଗର) — ଅନ୍ଧାରୁଆ ବା ପାଣିଭିତରେ ହାତ ବୁଲାଇ କୌଣସି ଦ୍ରବ୍ୟକୁ ଇତସ୍ତତଃ ଖୋଜିବା; ଅଣ୍ଡାଳିବା — To search a thing in the dark or inside water; to grope for a thing in the dark or in water
  • ଦେ. କ୍ରି. (ସଂ. ଢୁଁଢନ=ଅନ୍ୱେଷଣ, ହି. ଶବ୍ଦସାଗର) — ତହିଁ ସେ ପାଣ୍ଡୁସୂତେ ହାତରେ ଦରାଣ୍ଡି । କୃଷ୍ଣସିଂହ. ମହାଭାରତ ବନ