ଦରସ୍ଫୁଟହାସୀ Darasphuṭahāsī

  • ଦେ. ବିଣ. ସ୍ତ୍ରୀ (ସଂ. ଦରସ୍ଫୁଟହାସା) — ଈଷତ୍ ହାସ୍ୟ— କାରିଣୀ — Smiling
  • ଦେ. ବିଣ. ସ୍ତ୍ରୀ (ସଂ. ଦରସ୍ଫୁଟହାସା) — ମିତଣୀ କଥିତ ବଚନରେ ଶ୍ରୁତିପାଶି ଲମ୍ପଟ ହେବାରୁ ଦରସ୍ଫୁଟହାସୀ—କବିସୂର୍ଯ୍ୟ. ସଙ୍ଗୀତ ।