ଦରସିଝା Darasijhā

  • ଦେ. ବି (ସଂ. ଅର୍ଦ୍ଧସିଦ୍ଧ) — ସମ୍ପୂର୍ଣ୍ଣରୂପେ ସିଦ୍ଧ ହୋଇ ନ ଥିବା — Half boiled
  • ଦେ. ବି (ସଂ. ଅର୍ଦ୍ଧସିଦ୍ଧ) — ରାଜସ ଲୋକର ଯେ ଭୋଜନ କଥା ଶୁଣି ଅଲଣା ଦରସିଝା ଭୁଞ୍ଜଇ ସ୍ୱାଦୁ ମଣି । ପୀତାମ୍ବର. ନୃସିଂହପୁରାଣ ।