ଦରଶିବା Daraṡibā
- ଗ୍ରା. (ପଦ୍ଯ) କ୍ରି—(ସଂ. ଦୃଶ ଧାତୁ) — ଦେଖାଇବା; ପ୍ରଦର୍ଶିତ କରିବା — To show; to exhibit
- ଗ୍ରା. (ପଦ୍ଯ) କ୍ରି—(ସଂ. ଦୃଶ ଧାତୁ) — ନାନା ବନ୍ଧେ ରତିରସେ ରସିଲେ କାମକଳା କୁଶଳ ଦରଶିଲେ । ପ୍ରାଚୀ, ଶିଶୁ ଶଙ୍କର, ଉଷା ଅଭିଳାଷ ।
- ଗ୍ରା. (ପଦ୍ଯ) କ୍ରି—(ସଂ. ଦୃଶ ଧାତୁ) — ପ୍ରକାଶିତ ହେବା; ଦେଖାଯିବା; ଦର୍ଶିବା — To be seen; to appear