ଦରସଲ୍ Darasal

  • ପ୍ରାଦେ. ଅ (ବାଲେଶ୍ୱର) — ଆଦୌ; ଜମାରୁ — At all
  • ପ୍ରାଦେ. ଅ (ବାଲେଶ୍ୱର) — ତାଙ୍କର ଘରକରଣା ବୁଦ୍ଧି ଦରସଲ ନ ଥିଲା—ଫକୀରମୋହନ ଛମାଣଆଠଗୁଣ୍ଠ ।