ଦମବାଜ୍ Damabāj

  • ବୈଦେ. ବିଣ. (ଫା) — ଯେ ଫୁସୁଲା ଫୁସୁଲି କରେ — Inveigling
  • ବୈଦେ. ବିଣ. (ଫା) — ଯେଉଁ ବ୍ଯକ୍ତି ପ୍ରତାରଣା କରେ; ଧପ୍ପାବାଜ — Deceitful; fraudulent; wheedling