ଦମନକ ଚତୁର୍ଦ୍ଦଶୀ Damanaka chaturddaṡī

  • ଦେ. ବି — ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ; ଦଅଣାଚୋରି ଯାତ୍ରା; ଜଗନ୍ନାଥ ଓ ଲିଙ୍ଗରାଜ ମହାପ୍ରଭୁମାନଙ୍କର ନିର୍ଦ୍ଦିଷ୍ଟ ଯାତ୍ରା ମଧ୍ୟରୁ ଏକତମ — The 14th day of the bright fortnight of Cha̲itra