ଦମନ୍ତୀ Damantī

  • ଗ୍ରା. (ପ୍ରାଚୀନପଦ୍ୟ) ବି. ସ୍ତ୍ରୀ (ସଂ. ଦମୟନ୍ତୀ) — ଦମୟନ୍ତୀ; ନଳରାଜାଙ୍କ ପତ୍ନୀ — Damayantī wife of king Naḻa
  • ଗ୍ରା. (ପ୍ରାଚୀନପଦ୍ୟ) ବି. ସ୍ତ୍ରୀ (ସଂ. ଦମୟନ୍ତୀ) — ବିଛେଦର ଦୁଃଖ ଏକା ଜାଣନ୍ତି ଦମନ୍ତୀ—ପ୍ରାଚୀ. ପ୍ରାତାପ, ଶଶିରେଖା।