ଦମନୀୟ Damanīya

  • ସଂ. ବିଣ (ଦମ୍ ଧାତୁ+କର୍ମ. ଅନୀୟ) — ଦମନ କରି— ବାର ଯୋଗ୍ୟ — Fit to be subdued or checked
  • ସଂ. ବିଣ (ଦମ୍ ଧାତୁ+କର୍ମ. ଅନୀୟ) — ଶାସନୀୟ — Tameable
  • ସଂ. ବିଣ (ଦମ୍ ଧାତୁ+କର୍ମ. ଅନୀୟ) — ଯାହାକୁ ବଶୀଭୂତ କରା ଯାଇପାରେ — Capable of being brought under control