ଦମଦମା Damadamā

  • ଦେ. ବି. — (ବଣିଆଶବ୍ଦ) ରୂପା ତାରରେ ନିର୍ମିତ ହାତରେ ଲଗାଇବାର ଅଳଙ୍କାର; ଚୁଡ଼ି — A bracelet made of woven silver wire
  • ଦେ. ବି. — (ଧ୍ୱନ୍ୟନୁକରଣ) ବୋମା — Bomb
  • ବୈଦେ—(ଆ) — ମାଟିର ଉଚ୍ଚ ଢିପ — A high mound of earth
  • ବୈଦେ—(ଆ) — (ଫା)—ଯୁଦ୍ଧ ସମୟରେ ବସ୍ତାରେ ମାଟି ବା ବାଲି ଭରତି କରି ଉକ୍ତ ବସ୍ତାମାନଙ୍କୁ କାନ୍ଥ ଆକାରରେ ସଜାଇ ରଖିବା ଦ୍ୱାରା କରାଯିବା କିଲ୍ଲାବନ୍ଦୀ — A ridge made by piling up gunny bags filled with earth and sand during a fighting