ଦମକର Damakara

  • ଦେ. ବିଣ — ଯେ ଚମକାଏ; ଭୀତି ଉତ୍ପାଦକ — Frightening; terrifying
  • ଦେ. ବିଣ — ତ୍ରିପୁରପର ଦମକର ନୂପୁର ଝମକ, ରତି ସଂଗ୍ରାମ ଟମକ କେଡ଼େ ଯମକ। ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି।