ଦଣ୍ଡିମ Daṇḍima
- ସଂ. ବିଣ (ଦଣ୍ଡ+ଅଛି ଅର୍ଥେ ଇମନ୍; 1 ମା. 1 ବ) — ଦଣ୍ଡଧାରୀ — Holding a sceptre or staff
- ବି. — ଯମ — J̄ama, the regent of death
- ବି. — ଛଡ଼ି ବର୍ଦାର୍ — A mace-bearer
- ବି. — ଦ୍ୱାରପାଳ; ଦୁଆରୀ — A door-keeper
- ବି. — ଜୈନବିଶେଷ — A class of Ja̲i̱nas
- ବି. — ସନ୍ନ୍ୟାସୀ — A religious mendicant
- ବି. — ଦମନକ ବା ଦଅଣାଗଛ — Name of an aromatic plant