ଦଣ୍ଡେଇବା Daṇḍeibā

  • ଦେ. କ୍ରି — ଦଣ୍ଡିବା କ୍ରିୟାର ଣିଜନ୍ତ ରୂପ — The causative form of Daṇḍibā
  • ଦେ. କ୍ରି — ଯିବି ଜୀବିତେ ପ୍ରଭୁର ଛାମୁକୁ, ବ୍ଯଥା କହି ଦଣ୍ଡାଇବି କାମକୁ। ଭଞ୍ଜ. ଲାବଣ୍ୟବତୀ।
  • ଦେ. କ୍ରି — ତଣ୍ଡାଇବା (ଦେଖ) — Taṇḍāibā (See)