ଦଣ୍ଡୁଆସି Daṇḍuāsi
- ଦେ. ବି (ସଂ. ଦଣ୍ଡବାସୀ) — ଚଉକିଦାର; ଚଉକିଆ — A watchman
- ଦେ. ବି (ସଂ. ଦଣ୍ଡବାସୀ) — ଥୋକାଏ ହୁଅ ଦଣ୍ଡୁଆସି, ହସି କହନ୍ତି ବ୍ରହ୍ମରାଶି। ଜଗନ୍ନାଥ ଭାଗବତ।
- ଦେ. ବି (ସଂ. ଦଣ୍ଡବାସୀ) — (ସଂ. ସଂଦଂଶ) କମାରର ବଡ଼ ଚୁମୁଟା; କମାରର ବଡ଼ ସଣ୍ଡୁଆସୀ — A pair of blacksmith's tongs; pincers