ଦଣ୍ଡିବା Daṇḍibā
- ଦେ. କ୍ରି (ସଂ. ଦଣ୍ଡଧାତୁ) — ଦଣ୍ଡ ଦେବା — To punish
- ଦେ. କ୍ରି (ସଂ. ଦଣ୍ଡଧାତୁ) — ଦଣ୍ଡିବା ଶକ୍ତି ଯାଇ ଥାଇ ସେ ପୁଣି କ୍ଷମା ଆଚରଇ। ଜଗନ୍ନାଥ. ଭାଗବତ।
- ଦେ. କ୍ରି (ସଂ. ଦଣ୍ଡଧାତୁ) — ବଳି ପଡ଼ିବା — To exceed; to excel
- ଦେ. କ୍ରି (ସଂ. ଦଣ୍ଡଧାତୁ) — କନକ ଗିରିଶୃଙ୍ଗ ଶୋଭାକୁ ଦଣ୍ଡୁଛି। କୃଷ୍ନସିଂହ. ମହାଭାରତ. ସଭା ।