ଦକ୍ଷ କର Daksha kara

  • ଦେ. ବି. (ସଂ. ଦକ୍ଷିଣ କର) — ଡାହାଣ ହାତ — Right hand
  • ଦେ. ବି. (ସଂ. ଦକ୍ଷିଣ କର) — ଦକ୍ଷ କରେ ଧରି ମୋହନ ଚାତୁରୀ ବିଶାରଦ ବେଣୁଦଣ୍ଡ । କବିସୂର୍ଯ୍ୟ. ସଙ୍ଗୀତ ।