ଦକାଇବା Dakāibā

  • ଦେ. କ୍ରି — ଭୟ ଜାତ କରାଇବା — To produce dread; to frighten
  • ଦେ. କ୍ରି — ପ୍ରାଣୀଙ୍କି ଦକାନ୍ତି କାନ୍ତି ଗୋପନେ ଭୁଲାଇ । ଆନନ୍ଦଚନ୍ଦ୍ର. ଭକ୍ତ ପ୍ରହ୍ଲାଦ ।