ଦକ୍ଷ ନାଡ଼ି Daksha nāṟḍ̠i

  • ଦେ. ବି — ଶରୀରସ୍ଥ କଳ୍ପିତ ନାଡ଼ିବିଶେଷ — Name of an artery inside the human body
  • ଦେ. ବି — ଶୁଣ ତୁ ପାର୍ବତୀ ଦକ୍ଷ ନାଡ଼ିର ବିଚାର ପ୍ରବଳ ହୋଇବ ଯେବେ ସମୟ ତାହାର । ପ୍ରାଚୀ. ଶିବସ୍ୱରୋଦୟ ।