ଦକ୍ଷ କନ୍ୟା Daksha kanyā

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଦକ୍ଷ+କନ୍ଯା) — ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କର ସତୀ ନାମ୍ନୀ କନ୍ଯା ରୂପେ ଜନ୍ମ ଗ୍ରହଣ କରିଥିବା ପାର୍ବତୀ — Pārbatī under the name of Satī, in her Previous birth
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଦକ୍ଷ+କନ୍ଯା) — [ଦ୍ର—ଦକ୍ଷ ଗୋଟିଏ ଯଜ୍ଞ କରି ତହିଁକୁ ଆପଣା ଜୁଆଁଇଁ ମହାଦେବଙ୍କୁ ନିମନ୍ତ୍ରଣ ନ କରିବାରୁ ଓ ମହାଦେବଙ୍କ ପ୍ରତି ଅପମାନସୂଚକ ବାକ୍ୟ ବ୍ଯବହାର କରିବାରୁ ତାଙ୍କ କନ୍ଯା ସତୀ ସ୍ୱପିତାଙ୍କ ଦ୍ୱାରା ସ୍ୱପତି ମହାଦେବଙ୍କୁ କରାଯିବା ଅପମାନ ସହି ନ ପାରି ସେହି ଯଜ୍ଞାଗ୍ନିକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ । ମହାଦେବ ସତୀଙ୍କ ବିନାଶରେ କ୍ରୋଧାନ୍ଧ ହୋଇ ଉକ୍ତ ଯଜ୍ଞକୁ ନଷ୍ଟ କରି ଛାର ଖାର କଲେ ।]