ତ୍ରୋଟି Troṭi
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — ପକ୍ଷୀର ଥଣ୍ଟ; ଚଞ୍ଚୁ — Beak; bill
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — ବୈଦେହୀ ତ୍ରାହି କହି ଦେହ ବିଦାରି ମୁଖ ତ୍ରୋଟି ହେତୁ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — ମାଛର ମୁହଁ — The mouth of a fish (M.W.)
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — ତୋଡ଼ି ମାଛ — A kind of fresh water fish
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — କଙ୍କ ପକ୍ଷୀ — The kaṅka bird (M.W.)
- ସଂ. ବି. ସ୍ତ୍ରୀ. (ତ୍ରୁଟ୍ ଧାତୁ+କର୍ତ୍ତୃ. ଇ; ତୁଳ. ଇଂ. ଥ୍ରୋଟ୍) — କାଫଡ଼ ବା କଟଫଳ ଗଛ — A medicinal tree (Myric Nagi)