ତ୍ରୋଟୀ Troṭī

  • ସଂ. ବି. (ତ୍ରୁଟ୍ ଧାତୁ+ଅ+ଈ) — ତଣ୍ଟି; ତୋଟି (ହି. ଶବ୍ଦସାଗର) — Throat
  • ସଂ. ବି. (ତ୍ରୁଟ୍ ଧାତୁ+ଅ+ଈ) — ଚଞ୍ଚୁ; ଚଣ୍ଟ — Beak of a bird
  • ସଂ. ବି. (ତ୍ରୁଟ୍ ଧାତୁ+ଅ+ଈ) — [ଦ୍ର—ତ୍ରୋଟି ଶବ୍ଦର ତୋଟି ବା ତଣ୍ଟି ଅର୍ଥ ଆପ୍ତେ, ମନିଅର ଡଇଲିଅମ୍ସ୍ ଓ ପ୍ରକୃତିବାଦରେ ନାହିଁ; ଜ୍ଞାନେନ୍ଦ୍ରଙ୍କ ବଙ୍ଗଳା ଅଭିଧାନରେ ତ୍ରୋଟି ଓ ତ୍ରୋଟୀ ଶବ୍ଦର ଏକ ଅର୍ଥ ତଣ୍ଟି, ନରକଣ୍ଠର ଚଞ୍ଚୁବତ୍ ଉନ୍ନତ ଅସ୍ଥି ବୋଲି ଲେଖା ଅଛି।]