ତ୍ରୋଟକ Troṭaka
- ସଂ. ବିଣ.—(ତ୍ରୁଟ୍ ଧାତୁ+କରଣ. ଅକ) — ଛେଦକ — Cutting
- ବି — ଦୃଶ୍ୟ କାବ୍ୟ ବା ନାଟକବିଶେଷ — A species of drama (M.W.)
- ବି — [ଦ୍ର—ଏଥିରେ 5 ଠାରୁ 9 ଗୋଟି ଅଙ୍କ ଥାଏ। ସ୍ୱର୍ଗୀୟ ଓ ପାର୍ଥିବ ବିଷୟ ବ୍ୟାପାର ଏହାର ପ୍ରଧାନ ବର୍ଣ୍ଣନୀୟ ବିଷୟ। ଏଥିରେ ଶୃଙ୍ଗାର ପ୍ରଧାନ ରସ।] — [ଦ୍ର—ଏଥିରେ5ଠାରୁ9ଗୋଟି ଅଙ୍କ ଥାଏ ସ୍ୱର୍ଗୀୟ ଓ ପାର୍ଥିବ ବିଷୟ ବ୍ୟାପାର ଏହାର ପ୍ରଧାନ ବର୍ଣ୍ଣନୀୟ ବିଷୟ ଏଥିରେ ଶୃଙ୍ଗାର ପ୍ରଧାନ ରସ]
- ବି — ବିଷଧର ପୋକବିଶେଷ — Name of venomous insect (M.W.)
- ବି — କ୍ରୋଧମୟ ବାକ୍ୟ — Angry speech (M.W.)