ତ୍ରିପଥ Tripatha
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପଥ) — ତିଛକୀ; ତିନି ଛକୀ ବାଟ — The meeting of three roads
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପଥ) — ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ — Heaven, earth and the nether regions
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପଥ) — ତିନିଗୋଟି ବାଟ — Three ways
- ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ପଥ) — ଧର୍ମ ସାଧନର 3 ଟି ମାର୍ଗ (କର୍ମ, ଜ୍ଞାନ ଓ ଉପାସାନା) — ଧର୍ମ ସାଧନର3ଟି ମାର୍ଗ (କର୍ମ, ଜ୍ଞାନ ଓ ଉପାସାନା)— . The three ways for worshipping