ତ୍ରିପତ୍ରୀ Tripatrī

  • ଦେ. ବି. (ସଂ. ତ୍ରି+ପତ୍ରୀ) — ତିନିଗୋଟି କାଣ୍ଡ — Three arrows
  • ଦେ. ବି. (ସଂ. ତ୍ରି+ପତ୍ରୀ) — ବସେ ଚେତନା ପାଇଥିଲେ ପତନ ହୋଇ ତ୍ରିପତ୍ରୀ ମନ୍ତ୍ର ପୁନଃ ମାରି ସେ। ଭଞ୍ଜ. ବୈଦେହୀଶବିଳାସ।