ତ୍ରିପଥଗା Tripathagā

  • ସଂ. ବି. ସ୍ତ୍ରୀ—(ତ୍ରିପଥ=ସ୍ୱର୍ଗ, ମର୍ତ୍ତ୍ୟ. ପାତାଳ+ଗମ୍+କର୍ତ୍ତୃ. ଅ) ଗଙ୍ଗା — The Ganges (flowing in the Heaven, the earth and the nether world.)
  • ବିଣ. ସ୍ତ୍ରୀ. — ତିନି ବାଟରେ ବୋହି ଯାଉଥିବା — Flowing in three ways