ତ୍ରିଂଶ Triṁṡa
- ସଂ. ବିଣ.—(ତ୍ରିଂଶତ୍+ପୂରଣାର୍ଥେ ଅ) — ତିରିଶି ସଂଖ୍ୟାର ପୂରକ — Thirtieth
- ସଂ. ବିଣ.—(ତ୍ରିଂଶତ୍+ପୂରଣାର୍ଥେ ଅ) — ତିରିଶ ସଂଖ୍ୟା ସଙ୍ଗେ ଯୁକ୍ତ — Joined with thirty (Apte)
- ସଂ. ବିଣ.—(ତ୍ରିଂଶତ୍+ପୂରଣାର୍ଥେ ଅ) — ତିରିଶ ସଂଖ୍ୟକ — Consisting of thirty (Apte)
- ସଂ. ବିଣ.—(ତ୍ରିଂଶତ୍+ପୂରଣାର୍ଥେ ଅ) — (ଜ୍ୟୋତିଷ) ରାଶିର 1/30 ଅଂଶ — (ଜ୍ୟୋତିଷ) ରାଶିର1/30ଅଂଶ— . (astronomy) 1/30 of a sign of the zodiac; a degree (Apte)