ତ୍ରିଲୋଚନ Trilochana
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଲୋଚନ) — ମହାଦେବ — Ṡiba (the three-eyed God)
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଲୋଚନ) — କାଶୀସ୍ଥ ଶିବଲିଙ୍ଗବିଶେଷ — Name of a Ṡiba liṅga of Benares
- ଦେ. ବି. ପୁଂ. — ଲୋକଙ୍କୁ ଦିଆଯିବା ନାମ — A name given to males
- ସଂ. ବିଣ. ପୁଂ. — ଲୋଚନତ୍ରୟଯୁକ୍ତ — Three-eyed